Home Uncategorized ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲା: ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ୍

ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲା: ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ୍

0

କଟକ: ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ତଥା ମାଲିକ ପ୍ରଶାନ୍ତ ଦାଶଙ୍କୁ ଆଜି ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି । କୋର୍ଟରେ ପାସପୋର୍ଟ ଦାଖଲ କରିବା ସହ ରାଜ୍ୟ ବାହାରକୁ ଗଲେ ଅନୁମତି ନେଇ ଯିବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ପ୍ରଶାନ୍ତ କ୍ରାଇମବ୍ରାଞ୍ଚ  EOW ଦ୍ୱାରା ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି । ୨୦୧୩ରେ ମୁମ୍ବାଇରୁ ଗିରଫ ହୋଇଥିଲେ ପ୍ରଶାନ୍ତ ।

LEAVE A REPLY

Please enter your comment!
Please enter your name here