Home Uncategorized ସୁନ୍ଦରଗଡ଼ : ଟ୍ରେନ୍‌ ଧକ୍କାରେ ହାତୀର ମୃତ୍ୟୁ

ସୁନ୍ଦରଗଡ଼ : ଟ୍ରେନ୍‌ ଧକ୍କାରେ ହାତୀର ମୃତ୍ୟୁ

0

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜ ତାଗୋରା ଷ୍ଟେସନ୍ ନିକଟରେ ଗତକାଲି ବିଳମ୍ବିତ ରାତିରେ ଟ୍ରେନ୍ ଧକ୍କାରେ  ଏକ ମାଈ ହାତୀର ମୃତ୍ୟୁ ଘଟିଛି । ହାତୀଟିର ବୟସ ପ୍ରାୟ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଟ୍ରେନ୍‌ ଲାଇନ ପାର ହେଲା ବେଳେ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।  ବନବିଭାଗ ଓ ରେଳବାଇ ପୋଲିସ୍‌  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here