Home Uncategorized ହାଇକୋର୍ଟରେ ନଗଡା ଶିଶୁ ମାମଲା, ପ୍ରତିଜବାବ ଦାଖଲ ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ

ହାଇକୋର୍ଟରେ ନଗଡା ଶିଶୁ ମାମଲା, ପ୍ରତିଜବାବ ଦାଖଲ ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ

0
କଟକ: ଯାଜପୁର ଜିଲ୍ଲାର ବହୁଚର୍ଚ୍ଚିତ ନଗଡ଼ା ଅପପୁଷ୍ଟିକୁ ନେଇ ହାଇକୋର୍ଟରେ ଏକ  ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଏହି ମାମଲାରେ ଆସନ୍ତା ତିନି ସପ୍ତାହ ମଧ୍ୟରେ ପ୍ରତିଜବାବ ଦାଖଲ କରିବା ପାଇଁ  କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କୁ ମଧ୍ୟ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ଅଗଷ୍ଟ ୩୦ ସୁଦ୍ଧା ଜବାବ ରଖିବାକୁ କୋର୍ଟ ନିଦ୍ଦେଶ ଦେଇଛନ୍ତି ।