Home ଓଡିଶା ୧୦୦ ମିଟର ହର୍ଡଲସ ହେପ୍ଟାଥଲନରେ ପୂର୍ଣ୍ଣିମା ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ

୧୦୦ ମିଟର ହର୍ଡଲସ ହେପ୍ଟାଥଲନରେ ପୂର୍ଣ୍ଣିମା ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ

ଭୁବନେଶ୍ୱର:୨୨ତମ ଏସୀୟ ଦୌଡକୁଦ ପ୍ରତିଯୋଗିତାର ଆଜି ତୃତୀୟ ଦିନ । ୧୦୦ ମିଟର ମହିଳା ହର୍ଡଲସ୍‌ ହେପ୍ଟାଥଲନ ବର୍ଗରେ   ଓଡିଆ ଝିଅ ପୂର୍ଣ୍ଣିମା ହେମ୍ବମ୍ର ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଏଥିରେ ପୂର୍ଣ୍ଣିମା ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଜାପାନର ମେଗ୍‌ ହେମଫିଲ ପ୍ରଥମ ହୋଇଛନ୍ତି ।