Home Uncategorized ୬ ଆଇପିଏସ୍‌ ଅଧିକାରୀଙ୍କୁ ପଦୋନ୍ନତି

୬ ଆଇପିଏସ୍‌ ଅଧିକାରୀଙ୍କୁ ପଦୋନ୍ନତି

0

କଟକ: ୬ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ରାଜ୍ୟସରକାର ପଦୋନ୍ନତି ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ବେଳେ ୪ ଜଣଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କୁ ଡିଆଇଜି ଭାବେ ପଦୋନ୍ନତି ମିଳିଛି। ସେହିପରି ଗଞ୍ଜାମ ଏସ୍‌ପି ଆଶିଷ ସିଂଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ହୋଇଛି। ଦୀପକ କୁମାର ଓ ନୀତିନଜିତ ସିଂଙ୍କୁ ମଧ୍ୟ ଡିଆଇଜି ଭାବେ ପଦୋନ୍ନତି ମିଳିଛି

LEAVE A REPLY

Please enter your comment!
Please enter your name here