Home ଅପରାଧ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କର ମୃତ୍ୟୁ

ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କର ମୃତ୍ୟୁ

0

ସାଲେପୁର ପୋଲିସ ଥାନା ଅନ୍ତର୍ଗତ ମେହନପୁର ଗାଁର ଯୁକ୍ତ ଦୁଇ ପଢୁଥିବା ଜଣେ ୧୭ ବର୍ଷ ବୟସ୍କା ନାବାଳିକା ଝିଅଟି ନିଜର ଅଶ୍ଲିଳ ଭିଡ଼ିଓ ଭାଇରାଲ ଘଟଣା ପରେ ସାହିପଡ଼ିଶାରୁ ଟାହିଟାପରା ଶୁଣିବା ପରେ ଏ ବିଷୟରେ ନିଜ ମା’ଙ୍କୁ  କହିବା ସହ ମାର୍ଚ୍ଚ ୯ ତାରିଖରେ ଜୀବନ ହାରିବା ପାଇଁ ଓଢଣୀରେ ଝୁଲି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here