Home ଦେଶ ବିଦେଶ ମଦ ପିଇ ମାତାଲ ହେଲେ ଡେରାଡୁନ ମଡେଲ, ଲିପ୍ଟ ଭିତରେ ଡ୍ରେସ ଖୋଲିଲେ , ମୁମ୍ବାଇ...

ମଦ ପିଇ ମାତାଲ ହେଲେ ଡେରାଡୁନ ମଡେଲ, ଲିପ୍ଟ ଭିତରେ ଡ୍ରେସ ଖୋଲିଲେ , ମୁମ୍ବାଇ ପୁଲିସ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ !

0
ମୁମ୍ବାଇ : ସତରେ ଏ ମଣିଷ କେଡେ ଅଜବ । ଭୁଲିଯାଉଛି ତାର ହିତାଧିଜ୍ଞାନ । କଣ କେତେବେଳେ କରି ବସୁଛି ତାହା ଠିକ୍ ନାହିଁ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆପଣମାନେ ଜାଣିଲା ପରେ ଆଶ୍ଚର୍ଯ୍ୟ ହୋଇପଡିବେ । ଜାଣନ୍ତୁ ଘଟଣା ସମ୍ପର୍କରେ ,ଡେରାଡୁନ ମଡେଲଙ୍କ ହଙ୍ଗାମା । ମୁମ୍ବାଇର ଜନବହୁଳ ଓସିବାରା ଅଂଚଳରେ ମଡେଲ ଜଣଙ୍କ ଘଟାଇଛନ୍ତି ଲଜ୍ୟାଜନକ କାଣ୍ଡ । ଲିଫ୍ଟ ଭିତରେ ନିଜର ଡ୍ରେସ ଖୋଲି ପକାଇଛନ୍ତି ମଡେଲ । ଯାହାକୁ ଦେଖି ଆଶ୍ଚର‌୍ୟ୍ୟ ହୋଇଯାଇଛି ମୁମ୍ବାଇ ପୁଲିସ । ତେବେ ମଦ ପିଇ ମାତାଲ ଥିବା ଏହି ମଡେଲ ଫ୍ଲାଟର ଚୌକିଦାର ସିଗୋରଟ ନ ଆଣିବାରୁ ଏଭଳି ହଙ୍ଗାମା କରିଥିବା ଜଣ।।ପଡିଛି । ସେଠାରେ ପୁଲିସ ପହଂଚିଯିବା ପରେ ସେ ଅର୍ଧନଗ୍ନ ହୋଇ ସେଠାରୁ ଖସି ଯିବାକୁ ପ୍ରୟାସ କରିଛନ୍ତି । ଗତ ୨୫ ଅକ୍ଟୋବରର ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏହିଦିନ ସଂପୃକ୍ତ ମଡେଲ ମାତାଲ ହୋଇ ପ୍ଲାଟ ତଳକୁ ଆସି ଚୌକିଦାରକୁ ସିଗାରେଟ ଆଣିବାକୁ କହିଥିଲେ । ଆଉ ଚୌକିଦାର ସିଗାରେଟ ଆଣିବାକୁ ମନାକରିଦେବା ପରେ ତାଙ୍କୁ ମାରିଥିବା ଅଭିଯୋଗ ହୋଇଛି । ତେବେ ମହିଳା କନଷ୍ଟେବଳ ନଥିବାରୁ ସଂପୃକ୍ତ ମଡଲେକୁ ଥାନାକୁ ନନେଇ ପୋଲିସ ଚାଲିଯାଇଥିଲା ।