Home Uncategorized ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା , ୩ ଟି ଜିଲ୍ଲାରେ ପ୍ରବଳ ବର୍ଷା...

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା , ୩ ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବ !

0
ଭୁବନେଶ୍ୱର :ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା , ଆଜି ସନ୍ଧ୍ୟାରେ ରାଜ୍ୟର ୩ ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ମାରିବ । ଏଥିପାଇଁ ଏହି ୩ ଟି ଜିଲ୍ଲାକୁ ସତର୍କ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ସଂନ୍ଧ୍ୟା ୫ ଟା ୪୫ ମିନିଟ୍ ଭିତରେ କେନ୍ଦୁଝର , ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ବର୍ଷିବ । ତେଣୁ ଏହି ସମୟରେ ଘରୁ ନବାହାରିବା ପାଇଁ ପରାଶର୍ମ ଦିଆଯାଇଛି ।